Report Card Odisha

| Daily Odia News

କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା। ରାଜ୍ୟର ବିଏସକେୱାଇ ତାଲିକାଭୁକ୍ତ ସବୁ ଘରୋଇ ମେଡିକାଲକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଘରୋଇ ହସ୍ପିଟାଲକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ବେଳେ ହିଟ୍ ଷ୍ଟ୍ରୋକ୍ ଜନିତ ଚିକିତ୍ସା ମିଳିବ। ଘରୋଇ ହସ୍ପିଟାଲ ବିଏସକେୱାଇ ପ୍ୟାକେଜରେ ଅଫଲାଇନ ମୋଡ୍ ବିଲ୍ ଦେବେ। କେବଳ ରାଜ୍ୟ ଭିତରେ ବିଏସକେୱାଇ ତାଲିକାଭୁକ୍ତ ହସ୍ପିଟାଲକୁ ସୁବିଧା ଦିଆଯାଇଛି ବୋଲି ସୂଚନା ମିଳିଛି।

Breaking News