ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରର ବୁଡଗାମ ଜିଲ୍ଲାରେ ସୁରକ୍ଷା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନମାନେ ୩ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସମସ୍ତେ ଲସ୍କର ଇ ତୋଇବାର ବୋଲି କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି। ଏହି ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଲତିଫ ରାଦେର ବହୁ ସାଧାରଣ ଲୋକଙ୍କ ଜୀବନ ନେଇଛି। ମେ ମାସରେ କଶ୍ମୀର ପଣ୍ଡିତ ରହୁଲ ଭଟ ଓ କଶ୍ମୀର ଟିଭି ଅଭିନେତା ଅମ୍ରିନ ଭଟଙ୍କୁ ବି ସେ ହିଁ ଗୁଳି କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜମ୍ମୁ ଓ କଶ୍ମୀରର ବୁଡଗାମ ଜିଲ୍ଲାରେ ସୁରକ୍ଷା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନମାନେ ୩ ଆତଙ୍କବାଦୀଙ୍କୁ କାବୁ କରିଛନ୍ତି। ସମସ୍ତେ ଲସ୍କର ଇ ତୋଇବାର ବୋଲି କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି। ଏହି ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଲତିଫ ରାଦେର ବହୁ ସାଧାରଣ ଲୋକଙ୍କ ଜୀବନ ନେଇଛି। ମେ ମାସରେ କଶ୍ମୀର ପଣ୍ଡିତ ରହୁଲ ଭଟ ଓ କଶ୍ମୀର ଟିଭି ଅଭିନେତା ଅମ୍ରିନ ଭଟଙ୍କୁ ବି ସେ ହିଁ ଗୁଳି କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..