Report Card Odisha

| Daily Odia News

ଛତିଶଗଡ଼ରରେ ଏନକାଉଣ୍ଟର,୩ ମାଓବାଦୀ ନିହତ…..

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର। ଏଥିରେ ୩ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏହି ସୂଚନା ଦେଇଛନ୍ତି କାଙ୍କେର ଏସପି । ବର୍ତ୍ତମାନ ବି ସେହି ଅଞ୍ଚଳରେ କମ୍ଵିଂ ଚାଲିଛି। ସୁରକ୍ଷାକର୍ମୀମାନେ ଫେରିବା ପରେ ସଂପୂର୍ଣ୍ଣ ତଥ୍ୟ ମିଳିବ ବୋଲି ସେ କହିଛନ୍ତି। ଏହି ଏନକାଉଣ୍ଟର ହୋଇଛି କାଙ୍କେର ହେଡକ୍ଵାର୍ଟରରୁ ୩୦ କିଲୋମିଟର ଦୂର ଛିନ୍ଦଖରକ ଜଙ୍ଗଲରେ। ଯବାନ ଓ ମାଓବାଦୀଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା

Breaking News