ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର। ଏଥିରେ ୩ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏହି ସୂଚନା ଦେଇଛନ୍ତି କାଙ୍କେର ଏସପି । ବର୍ତ୍ତମାନ ବି ସେହି ଅଞ୍ଚଳରେ କମ୍ଵିଂ ଚାଲିଛି। ସୁରକ୍ଷାକର୍ମୀମାନେ ଫେରିବା ପରେ ସଂପୂର୍ଣ୍ଣ ତଥ୍ୟ ମିଳିବ ବୋଲି ସେ କହିଛନ୍ତି। ଏହି ଏନକାଉଣ୍ଟର ହୋଇଛି କାଙ୍କେର ହେଡକ୍ଵାର୍ଟରରୁ ୩୦ କିଲୋମିଟର ଦୂର ଛିନ୍ଦଖରକ ଜଙ୍ଗଲରେ। ଯବାନ ଓ ମାଓବାଦୀଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..