Report Card Odisha

| Daily Odia News

ପାଣ୍ଡିଆନ୍‌ଙ୍କ ନାଁରେ ଏତଲା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା ଦିଆଯାଇଛି । ଆଇନଜୀବୀ ସୁଧିର ଚରଣ ମହାନ୍ତି ଦେଇଛନ୍ତି ଏହି ଏତଲା। ପାଣ୍ଡିଆନଙ୍କ ନାଁରେ ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗ ହୋଇଛି। ସେହିପରି ଖଣି ମାଫିଆଙ୍କ ଠାରୁ ସେ କୋଟି କୋଟି ଟଙ୍କା ଉତ୍କୋଚ ନେଇଥିବା ତଥା ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଭଳି ଗୁରୁତର ଅଭିଯୋଗ ହୋଇଛି।

Breaking News