ରିପୋର୍ଟ କାର୍ଡ / ପୁରୀ
ପୁରୀ ବସ୍ ଷ୍ଟାଣ୍ଡରେ ୩ଟି ବସ୍ରେ ଭୟାବହ ଅଗ୍ନକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳବାହିନୀ ନିୟୋଜିତ ହୋଇଛନ୍ତି । ସୌଭାଗ୍ୟବଶତଃ ବସ୍ରେ କୌଣସି ଯାତ୍ରୀ ନଥିଲେ । ବସ୍ ଷ୍ଟାଣ୍ଡରେ ଅଚାନକ୍ ନିଆଁ ଲାଗିଥିଲା ଏବଂ ଚାହୁଁ ଚାହୁଁ ୩ଟି ବସ୍କୁ ବ୍ୟାପିଥିଲା ନିଆଁ । ତେବେ କେଉଁ କାରଣରୁ ବସ୍ରେ ନିଆଁ ଲାଗିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି ।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..