Report Card Odisha

| Daily Odia News

ତୋଷାଳୀ ଭବନରେ ନିଆଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତୋଷାଳୀ ଭବନରେ ନିଆଁ । ନିଆଁ ଲିଭାଇବା ପାଇଁ ଚାଲିଛି ଉଦ୍ୟମ । ସତ୍ୟନଗର ଠାରେ ଥିବା ତୋଷାଳୀ ଭବନରେ ଅଗ୍ନିକାଣ୍ଡ ଘଟିବା ନେଇ ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ଟିମ ଓ ଖାରବେଳ ନଗର ପୋଲିସ ଉପସ୍ଥିତ ।ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ପ୍ରଚେଷ୍ଟା ।

Breaking News