Report Card Odisha

| Daily Odia News

ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ପୁଣି ବୁଲିଲା ଖଣ୍ଡା। ଭରତପୁର ଅଞ୍ଚଳରେ ବିଚ୍ ରାସ୍ତାରେ ଜଣେ ଫଳ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣିଥିବା ଜଣାପଡ଼ିଛି। ଫଳରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହିତ ୪ ଜଣ ଦୁର୍ବୃତ୍ତଙ୍କୁ ଭରତପୁର ଥାନା ପୋଲିସ ଧରିଥିବା ସୂଚନା ମିଳିଛି ।

 

 

 

Breaking News