ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ୱାର୍ଡ ନଂ ୨ ଦିଗାପଡା ରାସ୍ତା ରୁ ଆଜି ସକାଳୁ ଗୋଟିଏ ଅଟୋରେ ବନ୍ଧୁକ ଜବତ ହୋଇଛି l ପୁରୁଷୋତ୍ତମପୁର ଏସଡିପିଓ ଓ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ ଆଜି ଚଢ଼ାଉ କରାଯାଥିଲେ | ଏନେଇ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟନାରାୟଣ ପ୍ରଧାନ l ଅନ୍ୟପଟେ ଏହି ଘଟଣାରେ ପୋଲିସ ତଦନ୍ତ ଜାରିରହିଥିବା ବେଳେ କୌଣସି ବ୍ୟକ୍ତି ଅଟକ ନଥିବା ସୂଚନା ମିଳିଛି l






More Stories
ୟୁଟ୍ୟୁବର ହତ୍ୟା ମାମଲା:୩ ଗିରଫ, ଛୁରୀ ଜବତ…..
ପ୍ରତି ଜିଲ୍ଲାରେ ପୁସ୍ତକ ମେଳା…..
ରାଜଧାନୀରେ ୟୁଟ୍ୟୁବରଙ୍କୁ ହତ୍ୟା……