Report Card Odisha

| Daily Odia News

ବାର୍‌ରେ ବାଉନ୍ସର ନିୟୋଜିତ କରିପାରିବେନି ବାର୍ ମାଲିକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାର୍ ଗୁଡିକ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍ । ଆଉ ବାରରେ ବାଉନ୍ସର ନିୟୋଜିତ କରିପାରିବେ ନାହିଁ ବାର୍ ମାଲିକ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏହି ଗାଇଡ୍‌ଲାଇନ୍ ଜାରି କରାଯାଇଛି । ତେବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଏଜେନ୍ସୀରୁ କର୍ମଚାରୀ ନିୟୋଜିତ କରିପାରିବେନାହିଁ ବାର୍ ମାଲିକ । ଯେଉଁମାନେ ନିୟୋଜିତ ହେବେ ନିକଟସ୍ଥ ଥାନାରେ ସମସ୍ତ ତଥ୍ୟ ରହିବ । ସାଧାରଣ ଗ୍ରାହକଙ୍କୁ ବାଧ୍ୟବଧକତା କରିପାରିବେନାହିଁ ବାଉନ୍ସର । ଯଦି କୌଣସି ବାରରେ ଗ୍ରାହକମାନେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବେ ୧୧୨କୁ ଡାଏଲ କରିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି ।

Breaking News