Report Card Odisha

| Daily Odia News

୧୧.୩୦ ଯାଏଁ ଗୃହ ମୁଲତବୀ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ପହଂଚିଛି । ଆଜି ଗୃହ ଆରମ୍ଭରୁ ବିଜେପି ଓ କଂଗ୍ରେସ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଉଠାଇ ଶାସକ ବିଜେଡିକୁ ଘେରିଥିଲେ । ବାଚସ୍ପତି ଙ୍କ ପୋଡିୟମ ତଳେ ବିରୋଧୀ ନାରାବାଜି କରିଥିଲେ | ଏଭଳି ସ୍ଥିତି କୁ ଦେଖି ୧୧.୩୦ ଯାଏଁ ଗୁହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

Breaking News