ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବରୁ ଗ୍ରାମରକ୍ଷୀ ୧୮୦୦ ଟଙ୍କା ପାଉଥିବାବେଳେ ୭୦୦ ଟଙ୍କା ବୃଦ୍ଧି କରିଛନ୍ତି ସରକାର। ବର୍ତ୍ତମାନ ଗ୍ରାମରକ୍ଷୀମାନେ ୨୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଯେଉଁ ଥାନା ଅଧୀନରେ ଗ୍ରାମରକ୍ଷୀ କାମ କରୁଥିବେ ସପ୍ତାହକୁ ଥରେ ଯାଇ ସେଠାରେ ଉପସ୍ଥାନ ଦେବେ।






More Stories
ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି…..
୪୦୦ ନିୟୁତ ତୈଳ ପଠାଇବ ଆଇଇଏ…..
IAS ସ୍ତରରେ ଅଦଳବଦଳ…..