Report Card Odisha

| Daily Odia News

୫୯ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭ।ରତର ପ।ସପୋର୍ଟ ର।ଙ୍କିଂରେ ଆସିଛି ବଡ ସୁଧ।ର । ହେନଲୀ ପ।ସପୋର୍ଟ ସୂଚକ।ଙ୍କ ଅନୁସ।ରେ, ୨୦୨୧ ର।ଙ୍କିଂରେ ୯୦ ତମ ସ୍ଥ।ନରେ ଥିବ। ଭ।ରତୀୟ ପ।ସପୋର୍ଟ ୭ଟି ସ୍ଥ।ନ ଉପରକୁ ଉଠି ୮୩ତମ ସ୍ଥ।ନରେ ରହିଛି । ଭାରତ ୨୦୨୦ରେ ୮୪ ଏବଂ ୨୦୧୬ରେ ୮୫ତମ ସ୍ଥ।ନରେ ରହିଥିଲ। । ତେବେ ଏହି ସୁଧାର ପରେ ବର୍ତ୍ତମାନ ଭ।ରତୀୟ ପ।ସପୋର୍ଟ ଧ।ରକମ।ନେ ପ୍ରଥ।ମିକ ଭିସ। ବିନ। ମଧ୍ୟ ୬୦ଟି ଦେଶକୁ ଯ।ତ୍ର। କରିପ।ରିବେ । ୨୦୨୧ରେ ଏହି ସଂଖ୍ୟ। ୫୮ ରହିଥିଲ।। କରୋନ। ପ।ଇଁ ଲ।ଗୁ ସ।ମୟିକ ପ୍ରତିବନ୍ଧକକୁ ବ।ଦ ଦେଲେ ଏହି ସୂଚାଙ୍କରେ ଜ।ପ।ନ ଏବଂ ସିଙ୍ଗ।ପୁର ବର୍ତ୍ତମାନ ଶୀର୍ଷରେ ରହିଛନ୍ତି । ଏହି ଦୁଇ ଦେଶର ପ।ସପୋର୍ଟଧାରୀ ବିଶ୍ୱର ୧୯୨ଟି ସ୍ଥ।ନକୁ ବିନ। ଭିସ।ରେ ଯ।ତ୍ର। କରିପ।ରିବେ । ୧୯୦ ଦେଶକୁ ବିନା ଭିସା ଯାତ୍ରା ସହ ଜର୍ମ।ନୀ ଏବଂ ଦକ୍ଷିଣ କୋରିଆ ଦ୍ୱିତୀୟ ସ୍ଥ।ନରେ ରହିଛନ୍ତି ।ସେହିପରି ୧୮୯ ଦେଶକୁ ବିନା ଭିସା ଯାତ୍ରା ସହ ତୃତୀୟ ସ୍ଥାନରେ ରହିଛନ୍ତି ଫିନଲ।ଣ୍ଡ, ଇଟ।ଲୀ, ଲକ୍ଜମରବର୍ଗ ଏବଂ ସ୍ପେନ ।

Breaking News