Report Card Odisha

| Daily Odia News

ଆଜି ନୌସେନାରେ ସାମିଲ ହେବ ଯୁଦ୍ଧପୋତ ‘ବାଗିର’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଭାରତୀୟ ନୌସେନା ସାମିଲ ହେବ ପଞ୍ଚମ କଳାବରୀ ଶ୍ରେଣୀର ବୁଡ଼ାଜାହାଜ ‘ବାଗିର’ । ଫ୍ରାନ୍ସ ସ୍ଥିତ ଏମଏସ ନାଭାଲ ଗ୍ରୁପ୍‌ ସହଯୋଗରେ ମୁମ୍ବାଇର ମାଜାଗନ୍ ଡକ୍ ସିପ୍‌ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମିତ ଏହି ଅତ୍ୟାଧୁନିକ ବୁଡ଼ାଜାହାଜକୁ ନୌସେନା ଆଡମିରାଲ୍ ଆର ହରି.କୁମାର ନୌସେନାରେ ସାମିଲ କରିବା ପ୍ରକ୍ରିୟାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

Breaking News