ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ (ଆଇସି୩ଇ.ଓଆରଜି ), ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜ , ଭୁବନେଶ୍ୱର ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଙ୍କ ମିଳିତ ଉଦ୍ୟମ ରେ ଓଡିଆ ନୂତନ ବର୍ଷ ୧୪ ଏପ୍ରିଲ ୨୦୨୩ ମହାବିଷୁବ ସଂକ୍ରାନ୍ତି କୁ ବିଶ୍ବ ଜୟ ଶ୍ରୀଜଗନ୍ନାଥ ଦିବସ ଭାବେ ପାଳନ କରାଯାଉ | ଏହି ଅବସରରେ ମହାପ୍ରଭୁ ଙ୍କ ୧୦୮ ଶାସ୍ତ୍ର ବର୍ଣ୍ଣିତ ନାମ କୁ ନେଇ ଏକ ଦୃଶ୍ୟସାବ ଟାଉନ ହଲ ପୁରୀ ଠାରେ ଆଜି ୪ ଟା ସମୟରେ ଉନ୍ମୋଚନ କରାଯିବ | ପ୍ରତ୍ୟେକ ଶ୍ରୀଜଗନ୍ନାଥ ଭକ୍ତ ଏହିପରି ଭାବେ ବିଶ୍ବ ଜୟ ଶ୍ରୀଜଗନ୍ନାଥ ଦିବସ ପାଳନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ତ କୃପା ଲାଭ କରନ୍ତୁ। ସମଗ୍ର ଆନ୍ତର୍ଜାତୀୟ ଜୟ ଶ୍ରୀଜଗନ୍ନାଥ ଚେତନାରେ ପରିପୂର୍ଣ୍ଣ ହେଉ, ମହାପ୍ରଭୁ ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରାଯାଉଥିବା ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ପକ୍ଷରୁ ଅୁନରୋଧ କରାଯାଇଛି |






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..