ରିପୋର୍ଟ କାର୍ଡ / ବ୍ରହ୍ମପୁର
ଅନଲାଇନ୍ ମାଧ୍ୟମରେ ଚାଲିଥିଲା ଆଇପିଏଲ ବେଟିଂ ସମୟରେ ୫ ଜଣଙ୍କୁ ବ୍ରହ୍ମହପୁର ପୋଲିସ ଗିରଫ କରିଛି | ଏହା ସହିତ ପୋଲିସ ନଗଦ ଟଙ୍କା ଓ ସୁନା ଜବତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଆଇପିଏଲ ବେଟିଂ ଚାଲିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ଘଟଣାସ୍ଥଳରୁ ୪ ଲକ୍ଷ ୫୬ ହଜାର ନଗଦ ଟଙ୍କା, ୨୦୩ ଗ୍ରାମ ସୁନା ଓ ୬ଟି ମୋବାଇଲ ଜବତ କରିଛି । ପଶ୍ଚିମବଙ୍ଗର କୋଲକାତାରୁ ପରିଚାଳିତ ହେଉଥିଲା ରାକେଟ |






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….