ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ହମାସ୍ ଦାନବମାନେ ହତ୍ୟା କରି ପୋଡ଼ି ଦେଇଥିବା ପିଲାମାନଙ୍କର ଫଟୋ ସାମ୍ବାଦିକ ଓ ଜନସାଧାଣଙ୍କୁ ଦେଖାଇବା ଲାଗି ରିଲିଜ୍ କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ମୁଖପାତ୍ର ସମ୍ବାଦପତ୍ରକୁ କହିଛନ୍ତି, ଏଭଳି ଫଟୋ ସେୟାର୍ କରିବାର ଯଥାର୍ଥତା ଅତି ସରଳ। ତାହା ହେଉଛି, ହମାସ୍ କରିଥିବା ଭୟାବହ କାଣ୍ଡରୁ ବିଶ୍ବ ଟିକିଏ ଦେଖୁ।ସେ ଆହୁରି ମଧ୍ୟ କହିଛନ୍ତି, ରିଲିଜ୍ କରାଯାଇଥିବା ଫଟୋଗୁଡ଼ିକରୁ କେତେକ ଆଗରୁ ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ସଚିବ ଅଣ୍ଟୋନି ବ୍ଲିଙ୍କେନ୍ଙ୍କୁ ଦେଖାଇ ଦିଆଯାଇଥିଲା। କଷ୍ଟଦାୟକ ଏହି ଫଟୋ ସବୁ ହମାସ୍ ଦାନବମାନେ ହତ୍ୟା କରି ପୋଡ଼ିଥିବା କଅଁଳା ପିଲାମାନଙ୍କର। ହମାସ୍ମାନେ ମାନବ ନୁହନ୍ତି। ହମାସ ହେଉଛି ‘ଆଇଏସ୍ଆଇଏସ୍’। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ମୁଖପାତ୍ର ‘ଦି ଟାଇମ୍ସ୍ ଅଫ୍ ଇଜ୍ରାଏଲ୍’ ସମ୍ବାଦପତ୍ରକୁ କହିଛନ୍ତି, ଏଭଳି ଫଟୋ ସେୟାର୍ କରିବାର ଯଥାର୍ଥତା ଅତି ସରଳ। ତାହା ହେଉଛି, ହମାସ୍ କରିଥିବା ଭୟାବହ କାଣ୍ଡରୁ ବିଶ୍ବ ଟିକିଏ ଦେଖୁ। ସେ ଆହୁରି ମଧ୍ୟ କହିଛନ୍ତି, ରିଲିଜ୍ କରାଯାଇଥିବା ଫଟୋଗୁଡ଼ିକରୁ କେତେକ ଆଗରୁ ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ସଚିବ ଅଣ୍ଟୋନି ବ୍ଲିଙ୍କେନ୍ଙ୍କୁ ଦେଖାଇ ଦିଆଯାଇଥିଲା। କଷ୍ଟଦାୟକ ଏହି ଫଟୋ ସବୁ ହମାସ୍ ଦାନବମାନେ ହତ୍ୟା କରି ପୋଡ଼ିଥିବା କଅଁଳା ପିଲାମାନଙ୍କର। ହମାସ୍ମାନେ ମାନବ ନୁହନ୍ତି। ହମାସ ହେଉଛି ‘ଆଇଏସ୍ଆଇଏସ୍’।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……