ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀରର କଟରାରେ ଭୂମିକମ୍ପ ଝଟକା ଅନୁଭବ ହୋଇଛି । ଗୁରୁବାର ଭୋର ୫ଟା ୮ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ କଟରା ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡିଛି । ଐଥିରେ କୌଣସି ଧନଜୀବନ ହାନୀ ହୋଇନାହିଁ ବୋଲି ସୂଚନା ମିଳିଛି । ଏକ ବର୍ଷ ମଧ୍ୟରେ ଜମ୍ମ-କାଶ୍ମୀରର ପାହାଡିଆ ଅଞ୍ଚଳରେ ଅନେକ ଥର ଭୂକମ୍ପ ଅନୁଭବ ହୋଇଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..