ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବାଦ ଲାଗିରହିଛି | ଶନିବାର ପ୍ରଗତି ଫାଉଣ୍ଡେସନ୍ ପକ୍ଷରୁ ଶତାଧିକ ମହିଳା ବିଧାୟକ ଶ୍ରୀ ମିଶ୍ରଙ୍କ ବାସଭବନ ସମ୍ମୁଖରେ ଦୀପ ଜାଳିବା ସହ ତାଙ୍କୁ ଭଗବାନ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ମହିଳାମାନେ ଘଣ୍ଟାଏ କାଳ ଧରି ତାଙ୍କ ବାସଭବନ ସମ୍ମୁଖରେ ବସି ଦୀପ ଜାଳିଥିଲେ। କ୍ୟାପିଟାଲ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ମହିଳାମାନେ ସେଠାରୁ ଉଠିଥିଲେ।






More Stories
ଆସିଲା ସୌମ୍ୟ ପୋଷ୍ଟମର୍ଟମ ରିପୋର୍ଟ…..
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ପତିତପାବନ ଓ ଆନନ୍ଦବଜାରକୁ ଟ୍ରେଡମାର୍କ ସ୍ୱୀକୃତି…..