Report Card Odisha

| Daily Odia News

ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ କରିଥିବା ବିଚାରପତିଙ୍କ ବଦଳି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ କରିବା ବିଚାରପତିଙ୍କୁ ଭାରୀପଡିଛି | ଗୁଜରାଟ ହାଇକୋର୍ଟ ବିଚାରପତିଙ୍କର ବଦଳି ହୋଇଛି | ରାହୁଲ ଙ୍କ ଅପରାଧିକ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥଗିତ ଆବେଦନକୁ ଖାରଜ କରିଥିବା ବିଚାରପତିଙ୍କ ବଦଳି ପାଇଁ ସୁପାରିଶ୍ କରିଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟ କଲେଜିୟମ, ବିଚାରପତିଙ୍କ ସ୍ତରରେ ଏକ ଟ୍ରାନ୍ସଫର୍ ନୋଟିସ୍ ଜାରି କରିଛନ୍ତି। ଏଥିରେ ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ହେମନ୍ତ ଏମ ପ୍ରଚ୍ଛାକଙ୍କୁ ପାଟନା ହାଇକୋର୍ଟକୁ ବଦଳି ହୋଇଛି।

Breaking News