ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୩୧ ଅଗଷ୍ଟ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଅଭିଯାନ ଆରମ୍ଭ କରିଛି | ଆମେରିକା ୩୧ ଅଗଷ୍ଟ ସୁଦ୍ଧା ସେ ତା’ର ସେନାଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବ ବୋଲି କହିଥିଲା । ହ୍ୱାଇଟ ହାଉସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ଗତ ୨୪ ଘଣ୍ଟା ମଧ୍ୟରେ କାବୁଲ ବିମାନ ବନ୍ଦରରୁ ପାଖାପାଖି ୨ହଜାର ଲୋକଙ୍କୁ ବାହାରକୁ ବାହାର କରି ସାରିଛି । ଆମେରିକାର ୧୧ଟି ବିମାନ ଓ ଅନ୍ୟ ସହଯୋଗୀ ଦେଶର ୭ଟି ବିମାନ ସାହାଯ୍ୟରେ ୨୦୦୦ ଲୋକଙ୍କୁ କାବୁଲରୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।






More Stories
କେନ୍ଦ୍ର କ୍ୟାବିନେଟର ବଡ ଘୋଷଣା…..
ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା…..
ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଗତ…..