ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୩୧ ଅଗଷ୍ଟ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଅଭିଯାନ ଆରମ୍ଭ କରିଛି | ଆମେରିକା ୩୧ ଅଗଷ୍ଟ ସୁଦ୍ଧା ସେ ତା’ର ସେନାଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବ ବୋଲି କହିଥିଲା । ହ୍ୱାଇଟ ହାଉସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ଗତ ୨୪ ଘଣ୍ଟା ମଧ୍ୟରେ କାବୁଲ ବିମାନ ବନ୍ଦରରୁ ପାଖାପାଖି ୨ହଜାର ଲୋକଙ୍କୁ ବାହାରକୁ ବାହାର କରି ସାରିଛି । ଆମେରିକାର ୧୧ଟି ବିମାନ ଓ ଅନ୍ୟ ସହଯୋଗୀ ଦେଶର ୭ଟି ବିମାନ ସାହାଯ୍ୟରେ ୨୦୦୦ ଲୋକଙ୍କୁ କାବୁଲରୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……