ବହୁତ ଜଲ୍ଦି କରିନା ଏବଂ ସ୍ୱାମୀ ସୈଫଙ୍କ ଘରେ ଶୁଣିବାକୁ ମିଳିବ କୁନି ଛୁଆର କୁଆଁ କୁଆଁ କାନ୍ଦ । କରିନା ଏଇ କିଛି ଦିନ ଭିତରେ ଜନ୍ମ ଦେବାକୁ ଯାଉଛନ୍ତି ତାଙ୍କ ଦ୍ୱିତୀୟ ସନ୍ତାନକୁ । କରିନାଙ୍କର ଦ୍ୱିତୀୟ ସନ୍ତାନ ଝିଅ ହେବ ବୋଲି ଜ୍ୟୋତିଷ କରିଛନ୍ତି ଭବିଷ୍ୟବାଣୀ । କହିରଖୁଛୁ କି ଇଏ ସେହି ଜ୍ୟୋତିଷ ଯିଏ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କର ବେବିକୁ ନେଇକି ଭବିଷ୍ୟବାଣୀ କରିଥିଲେ । ରିପୋର୍ଟ ଅନୁସାରେ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ହିଁ ଡାକ୍ଟର ସମୟ ଦେଇଥିଲେ । କିନ୍ତୁ ବିଳମ୍ବ ହେବା କାରଣରୁ କୌଣସି ବି ସମୟରେ ଶୁଭିପାରେ କରିନାଙ୍କ ଦ୍ୱିତୀୟ ବେବିର କୁଆଁ କୁଆଁ କାନ୍ଦ।





More Stories
ପରଲୋକରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଦେଓଲ…..
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ!…..