Report Card Odisha

| Daily Odia News

କର୍ଣ୍ଣାଟକାରେ ଜିତିଲା କଂଗ୍ରେସ ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକରେ ବିଜେପି-କଂଗ୍ରେସ ମଧ୍ୟରେ ଘୋର ଲଢ଼େଇ ଭିତରେ ବାଜିମାରିଛି କଂଗ୍ରେସ | ପରାଜୟ ସ୍ୱୀକାର କରିଛି ବିଜେପି | ମୋଦିଙ୍କୁ ଉଚିତ ଜବାବ ମିଳିଛି ବୋଲି କଂଗ୍ରେସ କହିଛି | କଂଗ୍ରେସ ମ୍ୟାଜିକ ନମ୍ବର ୧୧୩ ପାର କରିବା ସହ ୧୩୧ ଟି ଆସନରେ ରହିଛି। ବିଜେପି ୬୫ ଆସନରେ ରହିଥିବା ବେଳେ ଜେଡିଏସ ୨୨ ଏବଂ ଅନ୍ୟାନ ୫ ରେ ରହିଛନ୍ତି |

Breaking News