ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା
ଚେକିଂ କରୁଥିବା ବେଳେ ହୋମଗାର୍ଡଙ୍କ ଉଆଁରେ ମାଡ଼ିଗଲା ପିକଅପ୍ ଭ୍ୟାନ। ଘଟଣାସ୍ଥଳରେ ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଠାରେ। ମୃତ ହୋମଗାର୍ଡ ଜଣଙ୍କ ହେଲେ ପ୍ରବୀର କୁମାର ମହାପାତ୍ର। ସେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାଡରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ।
More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..