ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ କାର୍ ଛାଡ଼ିଯାଇ ବିସ୍ଫୋରଣ ଘଟିଛି । ଫଳରେ ବିସ୍ଫୋରଣ ଘଟି କାର୍ଟି ଛିନ୍ନଛତ୍ର ହୋଇ ଯାଇଛି | କାରଟିକୁ ଚଲାଉଥିବା ଡାକ୍ତରଙ୍କ ଅବସ୍ଥା ଗୁରୁତର ଅଛି। ଏପରି ଅଘଟଣ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନ ଅନ୍ତର୍ଗତ ଭରତପୁର ପଞ୍ଚାୟତ ଖଣ୍ଡିଆବନ୍ଧ ଗାଁରେ । ଗୁରୁତର ଆହତ ହୋଇଥିବା ଡାକ୍ତର ଜଣକ ହେଲେ ୨୮ ବର୍ଷୀୟ ସୁଜିତ ସାମଲ। ସୁଜିତ କିଛି ବର୍ଷ ହେବ କେନ୍ଦ୍ରାପଡ଼ା ମେଡିକାଲରେ କାର୍ଯ୍ୟରତ ଅଛନ୍ତି।






More Stories
ରତ୍ନଭଣ୍ଡାର ଗଣତି ବୈଠକ…..
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..