Report Card Odisha

| Daily Odia News

ଚାଲିଲା ଖଡ଼କପୁର-ଖୋର୍ଦ୍ଧା ରୋଡ଼ ଫାଷ୍ଟ ପାସେଞ୍ଜର ଟ୍ରେନ…..

ରିପୋର୍ଟ କାର୍ଡ / ବାଲେଶ୍ଵର

ଆଜିଠୁ ପୁଣି ଚାଲିଲା ଖଡ଼କପୁର ରୁ ଖୋର୍ଦ୍ଧା ରୋଡ଼ ଫାଷ୍ଟ ପାସେଞ୍ଜର ଟ୍ରେନ | କରୋନା ସଂକ୍ରମଣ ପାଇଁ ଦୀର୍ଘ ଦିନ ହେବ ପାସେଞ୍ଜର ଟ୍ରେନ ବନ୍ଦ ରହିଥିଲା | ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସହ ଯୋଗ କ୍ରମେ ଆଜି ବସ୍ତା ଷ୍ଟେସନ ଠାରେ Flagg ଅଫ କରିବା ପରେ ଟ୍ରେନ ଚାଲୁ ହୋଇଛି |

 

Breaking News