ରିପୋର୍ଟ କାର୍ଡ / ବାଲେଶ୍ଵର
ଆଜିଠୁ ପୁଣି ଚାଲିଲା ଖଡ଼କପୁର ରୁ ଖୋର୍ଦ୍ଧା ରୋଡ଼ ଫାଷ୍ଟ ପାସେଞ୍ଜର ଟ୍ରେନ | କରୋନା ସଂକ୍ରମଣ ପାଇଁ ଦୀର୍ଘ ଦିନ ହେବ ପାସେଞ୍ଜର ଟ୍ରେନ ବନ୍ଦ ରହିଥିଲା | ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସହ ଯୋଗ କ୍ରମେ ଆଜି ବସ୍ତା ଷ୍ଟେସନ ଠାରେ Flagg ଅଫ କରିବା ପରେ ଟ୍ରେନ ଚାଲୁ ହୋଇଛି |
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..