ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋକପ୍ରିୟ କିଶୋର ଭାଇନା ମଟନ ଦୋକାନକୁ ଭାଙ୍ଗିଦେଲା ବିଏମସି | ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମ୍ସିର କାର୍ଯ୍ୟାନୁଷ୍ଠାନ । ବୁଧବାର ହୋଟେଲକୁ ବିଏମସି ସିଲ କରିଥିଲା | ନିୟମକୁ ଅବମାନନା କରି ଦୋକାନ ଖୋଲି ବେପାର କରିବାରୁ ଭୁବନେଶ୍ୱର ମହାନଗର ନିଗମ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ହୋଟେଲକୁ ବିଏମସି ପକ୍ଷରୁ ସିଲ କରାଯାଇଥିଲା | ଗତକାଲି ହୋଟେଲ ଖୋଲିଥିଲେ ମାଲିକ | ଆଜି ବିଏମ୍ସି ପକ୍ଷରୁ ଦୋକାନକୁ ଭାଙ୍ଗିଦିଆଯାଇଛି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….