Report Card Odisha

| Daily Odia News

ଭୂସ୍ଖଳନରେ ୪୦ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ ପେରୁରେ ଲଗାଣ ବର୍ଷା ହେତୁ ଭୂସ୍ଖଳନ ହୋଇଛି | ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଅତଡ଼ା ତଳେ ଫସି ରହିଥିବା ଜଣାପଡ଼ିଛି। ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ତିନି କିଲୋମିଟର ଅଂଚଳ ଧସିଯାଇଛି। ପେରୁରେ ଏବେ ବର୍ଷା ବିପର୍ଯ୍ୟୟ ପାଇଁ ହଜାର ହଜାର ଲୋକ ବିପନ୍ନ ହୋଇପଡ଼ିଛନ୍ତି। ଅନ୍ତର୍ଜାତୀୟ ସହାୟତା ନି‌ମନ୍ତେ କର୍ତ୍ତୃପକ୍ଷ ନିବେଦନ କରିଥିବା ବେଳେ ଶତାଧିକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ଥିବା ଜଣାପଡ଼ିଛି।

 

Breaking News