ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକୱାଡଙ୍କ ପରଲୋକ ହୋଇଛି | ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟ ହୋଇଥିଲା | ଅନେକ ଦିନଧରି ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ଲଣ୍ଡନର କିଙ୍ଗ୍ସ କଲେଜ ହସ୍ପିଟାଲ୍ରେ ଚିକିତ୍ସା ଚାଲିବା ପରେ ଗତ ମାସରେ ସେ ବଡ଼ୋଦରା ଫେରି ଆସିଥିଲେ। ଶେଷ ସମୟରେ ପୁଅ ଶତ୍ରୁଞ୍ଜୟ ତାଙ୍କ ପାଖରେ ଉପସ୍ଥିତ ଥିଲେ। ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଅଂଶୁମାନ ଭାରତ ପାଇଁ ୧୯୭୫ରୁ ୧୯୮୭ ମସିହା ମଧ୍ୟରେ ୪୦ ଟେଷ୍ଟ୍, ୧୫ ଦିନିକିଆ ଖେଳିଛନ୍ତି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….