ରାଜ୍ୟ ଅଷ୍ଟମ ବେତନ କମିଶନ ଲାଗି ଚିଠି…. Report Card Bureau March 10, 2026 ରିପୋର୍ଟ କାର୍ଡ/ ଭୁବନେଶ୍ୱରଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲ୍ଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର। ଦରମା, ଭତ୍ତା, ପେନସନ ବୃଦ୍ଧି ସମ୍ପର୍କରେ ନିଜ ମତାମତ ଦେବାକୁ ଚିଠିରେ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।Post navigationPrevious ଏଲପିଜି ସିଲିଣ୍ଡର ଯୋଗାଣ ଠପ୍….Next କରୋନା ଟୀକା ମୃତ୍ୟୁ:ପ୍ରସ୍ତୁତ ହେବ କ୍ଷତିପୂରଣ ନୀତି…..Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ବଡ଼ ଖବର ରାଜ୍ୟ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ….. October 12, 2026 Report Card Bureau ଅପରାଧ ଆମ ସହର ରାଜ୍ୟ ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ….. October 12, 2026 Report Card Bureau 1 min read ରାଜ୍ୟ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ….. October 12, 2026 Report Card Bureau
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..