ରିପୋର୍ଟ କାର୍ଡ/ ନୂଆଦିଲ୍ଲୀ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶ ରୋଷେଇ ଗ୍ୟାସର ଅଭାବର ସମ୍ମୁଖୀନ ହେଉଛି। ରିପୋର୍ଟ ଅନୁଯାୟୀ ଗ୍ୟାସ ଏଜେନ୍ସି ଗୁଡ଼ିକ ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରରେ ବାଣିଜ୍ୟିକ ସିଲିଣ୍ଡର ଯୋଗାଣକୁ ନିଷେଧ କରିଛନ୍ତି। କାରଣ ତେଲ କମ୍ପାନୀଗୁଡ଼ିକ ପାଖରେ ମାତ୍ର ଦୁଇ ଦିନର ଗ୍ୟାସ ଷ୍ଟକ୍ ବାକି ଅଛି। ମୁମ୍ବାଇ-ବେଙ୍ଗାଲୁରୁ ଆଜିଠାରୁ ୧୦ ପ୍ରତିଶତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ପୁଣେରେ, ୧୮ଟି ଶ୍ମଶାନକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି।






More Stories
ଏଥର ଟିଏମସି ସମ୍ପୂର୍ଣ୍ଣ ସଫା…..
ଆରଏସଏସ“ରାଷ୍ଟ୍ରୀୟ ସରେଣ୍ଡର ସଂଘ”…..
ଅଶୋକ ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ…..