ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ମାତ୍ର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ବ୍ୟବସାୟିକ ୧୯ କେଜି ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇଛି। ଦିଲ୍ଲୀରେ ଏହାର ମୂଲ୍ୟ ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା, ମୁମ୍ବଇରେ ୩୨.୫୦ ଏବଂ ଚେନ୍ନଇରେ ୩୫.୫୦ ଟଙ୍କା ହ୍ରାସ ପାଇଛି । ଏବେ ଦିଲ୍ଲୀରେ ବ୍ୟାବସାୟିକ ୧୯ କିଲୋ ‘ଏଲ୍ପିଜି’ ସିଲିଣ୍ଡର୍ ଦର ଟ. ୧,୮୫୯, କୋଲ୍କାତାରେ ଟ. ୧,୯୫୯, ମୁମ୍ବାଇରେ ଟ. ୧,୮୧୧.୫୦ ରହିଛି । ଗତମାସରେ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଥିଲା ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..