Report Card Odisha

| Daily Odia News

୧୦୦ ଟଙ୍କା ବଢ଼ିଲା ଗ୍ୟାସ ସବସିଡି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାର ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ପିଛା ଏଲପିଜି ସବସିଡି ଶହେ ଟଙ୍କା ବୃଦ୍ଧି କରିଛନ୍ତି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି | ଏକ ପ୍ରମୁଖ ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର କ୍ୟାବିନେଟ ଏଲପିଜି ସବସିଡି ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଏହାକୁ ୨୦୦ ଟଙ୍କାରୁ ସିଲିଣ୍ଡର ପିଛା ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

 

Breaking News