ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ଆଜି ସଞ୍ଜୟ ସିଂହଙ୍କ ବାସଭବନରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଚଢ଼ାଉ କରି ୧୦ ଘଣ୍ଟା ପଚରାଉଚରା କରିଥିଲା | ଏହା ପରେ ଇଡି ସଞ୍ଜୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି | ସଞ୍ଜୟଙ୍କୁ ଆଜି ରାତିରେ ଇଡି ମୁଖ୍ୟାଳୟର ହାଜତରେ ରଖାଯିବ। ଆସନ୍ତାକାଲି ଡାକ୍ତରୀ ପରୀକ୍ଷା କରାଯାଇ ତାଙ୍କୁ କୋର୍ଟରେ ହଜାର କରାଇବ ଇଡି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….