Report Card Odisha

| Daily Odia News

ଲୁସି ଦାସ ହେଲେ ଏସ୍‌ସିବିର ନୂଆ ଡିନ୍ ଓ ଅଧ୍ୟକ୍ଷ…..

ରିପୋର୍ଟ କାର୍ଡ / କଟକ

କଟକ SCB ମେଡିକାଲ କଲେଜ ଓ ହସ୍‌ପିଟାଲର ନୂଆ ଡିନ୍‌ ଓ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଫେସର ଡାକ୍ତର ଲୁସି ଦାସ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ SCB ମେଡିକାଲ କଲେଜ ଓ ହସ୍‌ପିଟାଲର ନୂଆ ଡିନ୍‌ ଓ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଫେସର ଡାକ୍ତର ଲୁସି ଦାସ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Breaking News