ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସବୁ ଆଡେ କୋଭିଡ୍ କଟକଣା ଚାଲିଥିବା ବେଳେ ବ୍ରିଟେନ୍ରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ | କୋଭିଡ୍ ନିୟମ ଉଲ୍ଲଂଘନ କରି ବ୍ରିଟେନ୍ର ସ୍ବାସ୍ଥମନ୍ତ୍ରୀ ମ୍ୟାଟ୍ ହାନ୍କକ୍ ନିଜ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେଇଥିଲେ। ଏହି ମାମଲା ବ୍ରିଟେନ୍ରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ ଆଜି ମ୍ୟାଟ୍ ତାଙ୍କୁ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କୁ ଆଜି ମ୍ୟାଟ୍ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ବୋରିସ୍ ଏହାକୁ ସ୍ବୀକାର କରିନେଇଛନ୍ତି।






More Stories
ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍…..