Report Card Odisha

| Daily Odia News

୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ…..

ରିପୋର୍ଟ କାର୍ଡ / ମାଲକାନଗିର

ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାର କ୍ରିଷ୍ଟାରାମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି | ଏହି ହିଂସାରେ ଜଣେ ମାଓବାଦୀର ମୃତ୍ୟୁ‌ହୋଇଥିବା ସୂଚନା ମିଳିଛି । ସେହିପରି ଗଡଚେଚେଲି ଅଂଚଳରେ ଗୋରାଗୁଣ୍ଡା ଏବଂ ଝାରବେଡା‌ଗ୍ରାମରେ ପୋଲିସ ସୂଚନାଦାତା ସନ୍ଦେହରେ ୨ ଜଣଙ୍କୁ ହତ୍ୟା କରିଛି ଲାଲବାହୀନି । ସେଥିମଧ୍ୟରୁ ନବୀନ ନାରୋଟି ନାମକ‌ ବକ୍ତି ଜଣେ ପୂର୍ବରୁ ମାଓ କମାଣ୍ଡର ଭାବେ କାର୍ଯ୍ୟ କରିଥିଲା ପରେ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲା । ଏହି ଘଟଣା ପରେ ସିଆରପିଏଫ ପକ୍ଷରୁ କୁମ୍ବିଂ ଅପରେଶନ ଜୋରଦାର କରାଯାଇଛି । ଓଡିଶା ସୀମାନ୍ତବର୍ତ୍ତୀ ଅଂଚଳରେ ମଧ୍ୟ ହାଇ ଆଲାର୍ଟ ଜାରି କରାଯାଇଛି ।

 

 

Breaking News