Report Card Odisha

| Daily Odia News

ବିମାନ ଦୁର୍ଘଟଣାରେ ମାଲାଓ୍ବି ଉପରାଷ୍ଟ୍ରପତିଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମାଲାଓ୍ବି ଉପରାଷ୍ଟ୍ରପତି ସୌଲସ କ୍ଲସ୍‌ ଚିଲିମାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୋମବାରଠୁ ଏହି ବିମାନଟି ନିଖୋଜ ଥିଲା। ମାଲଓ୍ବି ରାଷ୍ଟ୍ରପତି ଲାଜାରସ ଚକଓ୍ବେରା ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି।

Breaking News