ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶୁକ୍ରବାର ଏସଟିଏଫକୁ ମିଳିଛି ବଡ ସଫଳତା। ଚାଉଳ ଟ୍ରକ୍ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ଏସଟିଏଫା ଗଜପତିରୁ ଦିଲ୍ଲୀ ଚାଲାଣ ବେଳେ ଖୋର୍ଦ୍ଧା ପିତାପଲ୍ଲୀରୁ ଜବତ ହୋଇଛି ଏହି ଗଞ୍ଜେଇ। ଗନ୍ଧ ଓ ଯାଞ୍ଚରୁ ବଞ୍ଚିବା ପାଇଁ ଚାଉଳ ଟ୍ରକ୍ରେ ଗଞ୍ଜେଇ ଯାଉଥିଲାା ଘଟଣାର ତଦନ୍ତ ଜାରି ରହିଛି।
More Stories
ମହାନଦୀର ଜଳସ୍ତର ବଢୁଛି…..
ରାଜଧାନୀରେ ଯୁବକଙ୍କୁ ହତ୍ୟା…..
ପ୍ରବଳ ଝଡ଼ବର୍ଷା ସମ୍ଭାବନା…..