ରିପୋର୍ଟ କାର୍ଡ / ପୁରୀ
ରାସ୍ତା ମଝିରେ ଦ୍ୟପ ଯୁବତୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ତାକୁ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଅବକାଶ ଲେନ ଠାରେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି | ଖବର ଅନୁଯାୟୀ, ମଙ୍ଗଳବାର ରାତି ୯ଟା ସମୟରେ ଜଣେ ଯୁବତୀ ବଡ଼ଶଙ୍ଖ ଠାରେ ଛିଡା ହୋଇଥିବା ବେଳେ ଯାହାକୁ ଦେଖିଲେ ତାକୁ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଲୋକ କଣ ପାଇଁ ଏମିତି ଗାଳିଗୁଲଜ କରୁଛ ବୋଲି ଯୁବତୀ ଜଣଙ୍କୁ ପଚାରିବାରୁ ସେମାନଙ୍କୁ ମଧ୍ୟ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚିଥିଲା । ସୋସିଆଲ ମିଡ଼ିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମଦ ନିଶାରେ ପିସିଆର୍ ଭ୍ୟାନ୍ ଉପରେ ଚଢି ଯାଇଥିଲେ ଯୁବତୀ |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..