ରିପୋର୍ଟ କାର୍ଡ / ମୟୁରଭଞ୍ଜ
କରଞ୍ଜିଆରେ ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏକ ଦାହ ସଂସ୍କାର ପାଇଁ ଏହି ମହିଳାମାନେ ଆସିଥିଲେ । କାଳବୈଶାଖୀ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତ ପରେ ଘରେ ନିଆଁ ଲାଗିଯାଇଥିବା ସୂଚନା । କରଞ୍ଜିଆ ଏନ୍ଏସିର ୧୫ ନମ୍ବର ଓ୍ୱାର୍ଡରେ ଏହି ଅଘଟଣ ଘଟିଛି । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..