ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଶିମିଳିପାଳ ଫରେଷ୍ଟ ଗାର୍ଡଙ୍କୁ ଗୁଳିକରି ହତ୍ୟା ଘଟଣାରେ ମୋଟ ୨୬ଜଣ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୭ଜଣଙ୍କୁ ଗିରଫ କରାଯାଇଛି ବୋଲି ମୟୁରଭଞ୍ଜ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି। ଏହାସହିତ ଶିମିଳିପାଳ ଫରେଷ୍ଟ ଗାର୍ଡଙ୍କୁ ଗୁଳିକରି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୨ ଶିକାରୀକୁ ଝାଡ଼ଖଣ୍ଡ ମୂଷାବଣିରୁ ଆଜି ଗିରଫ କରାଯାଇଛି | ସେମାଙ୍କ ନିକଟରୁ ୯ ଟି ବନ୍ଧୁକ,ଗୁଳି, ମାରଣା ଅସ୍ତ୍ର ଜବତ କରାଯାଇଛି |






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ଗ୍ୟାସ୍ କିଣିପାରିବେ ଶ୍ରମିକ, ବିଦ୍ୟାର୍ଥୀ…..