ରିପୋର୍ଟ କାର୍ଡ / ତାମିଲନାଡ଼ୁ
ସାମାନ୍ୟ କଥାକୁ ନେଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଉତ୍ତ୍ୟକ୍ତ ହୋଇ ଜଣେ ସାଙ୍ଗ ଆଉ ଏକ ସାଙ୍ଗର ବେକ କାଟି ଦେଇଛି। ଏପରି ଏକ ଅଭାବନୀୟ ଘଟଣା ତାମିଲନାଡ଼ୁର କାରୁର ଜିଲ୍ଲାରେ ଘଟିଛି। ଅଭିଯୁକ୍ତଜଣକ ଏମବିଏ ପ୍ରଥମ ବର୍ଷ ଛାତ୍ର ଏ ଅନ୍ନାମଲାଇ ବୋଲି ଜଣାଯାଇଛି। ଅପରପକ୍ଷେ, ଗୁରୁତର ହୋଇଥିବା ଛାତ୍ରଙ୍କ ନାମ ପି ନୀତୀଶ କୁମାର ବୋଲି ଜଣାଯାଇଛି। ସେ ଜଣେ ଇଞ୍ଜିନିୟରିଂ ଛାତ୍ର। ଉଭୟ ଗୋଟିଏ କଲେଜରେ ପଢ଼ୁଥିବା ବେଳେ ବସ୍ରେ ଉଭୟଙ୍କ ସାକ୍ଷାତ ହୋଇ ବନ୍ଧୁତା ଆରମ୍ଭ ହୋଇଥିଲା। ମାତ୍ର କିଛି ଦିନ ହେବ କୌଣସି କଥାକୁ ନେଇ ପି ନିତିଶ କୁମାର ଅନ୍ନାମଲାଇଙ୍କ ସହ କଥା ହେଉ ନ ଥିଲେ।






More Stories
ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ…..
ମୋଦିଙ୍କ ମନ କି ବାତ:କାରଗିଲ ବିଜୟ ଦିବସର ଶୁଭେଚ୍ଛା…..
ସିଜେପି ଆନ୍ଦୋଳନ ପ୍ରତ୍ୟାହାର…..