ରିପୋର୍ଟ କାର୍ଡ / ବାଲେଶ୍ୱର
ଛାତରୁ ପଡ଼ି ମେଡିକାଲ ଛାତ୍ର ହିତେଷ୍ଣୁ ଦାସ ଙ୍କର ମୃତ୍ୟୁ ହୋଇଛି | ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ। ମୃତକ ହିତେଷ୍ଣୁ ଙ୍କ ଘର ବାଲେଶ୍ୱର ଜିଲ୍ଲା ଭୀମପୁରରେ। ହିତେଷ୍ଣୁ ଛାତର କେମିତି ପଡ଼ିଲେ ତାହା ଜଣାପଡ଼ି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ସେ ହଷ୍ଟେଲରେ ରହୁଥିଲେ। କିଛି ଦିନ ହେବ ସେ ମାନସିକ ଅବସାଦ ମଧ୍ୟରେ ରହୁଥିବା ତାଙ୍କ ସାଙ୍ଗମାନେ ତଥା ପରିବାର ଲୋକେ କହିଛନ୍ତି।






More Stories
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..
ଆଜିଠାରୁ ଯୁକ୍ତ ୨ ପରୀକ୍ଷା……