Report Card Odisha

| Daily Odia News

ରାତି ୧୨ ଟା ପର୍ଯ୍ୟନ୍ତ ଚାଲିବ ମେଲୋଡି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତବର୍ଷ ଦୁର୍ଗାପୂଜା ପାଇଁ ଜାରିହେଲା ଗାଇଡଲାଇନ୍ସ | ରାଜଧାନୀ ଭୁବନେଶ୍ୱରରେ ଦୁର୍ଗାପୂଜାରେ ୧୮୩ ପୂଜା ମଣ୍ଡପ ହେଉଛି । ଏଥର ଦୁର୍ଗାପୂଜାରେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡି। ପୂର୍ବରୁ ରାତି ୧୦ଟା ଯାଏଁ ମେଲୋଡି ଅନୁଷ୍ଠିତ ହେଉଥିଲା । ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ । ଦୁର୍ଗାପୂଜା ଓ ଭସାଣୀ ପାଇଁ ପୋଲିସ-ପୂଜା କମିଟିର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

Breaking News