ରିପୋର୍ଟ କାର୍ଡ / ବ୍ରହ୍ମପୁର
ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ । କିଛି ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ଆସିଛି। ଏ ନେଇ ଜୁନିୟର ଛାତ୍ରମାନେ ଏମକେସିଜି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଜୁନିୟର ଛାତ୍ର। ଘଟଣାକୁ ନେଇ ଆଜି ଆଣ୍ଟି ରାଗିଂ ସେଲ ବୈଠକ ବସିବାର ସୂଚନା ରହିଛି। ତେବେ କିଛି ଦିନ ପୂର୍ବରୁ ମଧ୍ୟ ଏମକେସିଜିରେ ଏଭଳି କିଛି ଘଟଣା ଘଟିଥିଲା। ଯେଉଁଥିପାଇଁ ଚତୁର୍ଥ ବର୍ଷ ର ୫ ଜଣ ଛାତ୍ରଙ୍କୁ କ୍ୟାମ୍ପସକୁ ମନା କରାଯାଇଥିଲା।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..