ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଚିଲିକା ବୁଲିବେ ସବୁ ବିଧାୟକ , ମନ୍ତ୍ରୀ ଓ ବାଚସ୍ପତି | ବିଧାନସଭାରୁ ସ୍ୱତନ୍ତ୍ର ବସ ଯୋଗେ ଚିଲିକା ବାହାରିଛନ୍ତି ବିଧାୟକ | ସେଠାରେ ମା କାଳିଜାଇଇ ଙ୍କୁ ଦର୍ଶନ କରିବେ | ନୌସେନା ଦ୍ୱାରା ହେବାକୁଥିବା ସମରାଭ୍ୟାସ ଦେଖିବେ ବୋଲି ଜଣାପଡିଛି | ସନ୍ଧ୍ୟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି | ଉଲ୍ଲେଖ ଯୋଗ୍ୟ-୨୦୨୦ରେ ପାରାଦୀପ ଗସ୍ତକରି ଥିଲେ |






More Stories
୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…..
ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……
ଏକାଠି ଚା ପିଇଲେ ଶାସକ-ବିରୋଧୀ…..