Report Card Odisha

| Daily Odia News

ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆଜି ବିଧାନସଭା ମୌସୁମୀ ଅଧିବେଶନ ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆନଯିବାରୁ ଧାରଣାରେ ବସିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଏହାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମର୍ଥନ କରିଛନ୍ତି |

Breaking News